Jump to content

User:Sushanta516

From Wikipedia, the free encyclopedia

ତାଳପଡା ଓଡିଶାର ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତଗତ ତାଳପଡା ଗ୍ରାମପଞ୍ଚାୟତର ତାଳପଡା ଗ୍ରାମ ଏହି ଗ୍ରାମରେ 625 ପରିବାର ବସବାସ କରନ୍ତି ଲୋକ ସଂଖ୍ୟା 3500 ରୁ ଅଧିକ ସାଖର 66•29 ଶିକ୍ଷା ପ୍ରଥମ ରୁ ପଞ୍ଚମ up school TALAPADA,U.P.M.E.SCHOOL TALAPADA, ହାଇସ୍କୁଲ THAKURANI HIGH SCHOOL TALAPADA 1982 ମନ୍ଦିର ମ ଭଗବତୀ ମନ୍ଦିର ଶ୍ରୀ ଶ୍ରୀ ବାବା ଝଙ୍କେଡେଶର ମନ୍ଦିର ମା କାଳି ମନ୍ଦିର ମା ବୁଢୀ ଠାକୁରାଣୀ ମନ୍ଦିର ଜଗନ୍ନାଥ ମନ୍ଦିର ବିଭିନ୍ନ ମନ୍ଦିର ରହିଅଛି